Текст песни Mohammad Aziz - Kulanandana

Просмотров: 1
0 чел. считают текст песни верным
0 чел. считают текст песни неверным
На этой странице находится текст песни Mohammad Aziz - Kulanandana, а также перевод песни и видео или клип.
ଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ
ଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ ।
ଆରେ ମୋ ହୃଦ ଚନ୍ଦନ ତୋ ବିନା ନାହିଁ ସପନ
ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ ।
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ।
ପକ୍ଷୀ ସିନା ଯାଏ ଉଡି ରେ ସଂଞ ହେଲେ ଆସେ ଫେରିରେ
ପ୍ରାଣ ପକ୍ଷୀ ଗେ ଉଡି ଫେରେ ନାହିଁ ରେ ।
ପକ୍ଷୀ ସିନା ଯାଏ ଉଡି ରେ ସଂଞ ହେଲେ ଆସେ ଫେରିରେ
ପ୍ରାଣ ପକ୍ଷୀ ଗେ ଉଡି ଫେରେ ନାହିଁ ରେ ।
ଆରେ ମୋ ମନ ମୋହନ ଆରେ ମୋ ଜୀବ ଜୀବନ
ଆରେ ମୋ ହୃଦ ଚନ୍ଦନ ,ତୋ ବିନା ନାହିଁ ସପନ ।
ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ।
ଏ ଦୁନିଆ ଦିଶେ ସୁନ୍ଦର କେତେବେଳେ ପାଂଚେ ପନ୍ଦର
ତୁ ଏକା ସାଖୀ ମୋର ହସ ଲୁହର .....(୨)
ଆରେ ମୋ ବଂଶୀ ବଦନ ଆରେ ମୋ ରାଧା ରତନ
ଆରେ ମୋ ହୃଦ ଚନ୍ଦନ ତୋ ବିନା ନାହିଁ ସପନ ।
ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ।ା
О, моя драгоценность, о, моя семья, моя любовь.
О, моя драгоценность, о, моя семья, моя любовь.
О, моё сердце, мой сандал, без тебя у меня нет снов.
Ты мой, я живу в твоих объятиях.
Ты моя новая челюсть, ты моя новая челюсть.
Ты моя новая челюсть, ты моя новая челюсть.
Птица летит и возвращается, если её коснуться, душа не улетает.
Птица летит и возвращается, если её коснуться, душа не улетает.
О, мой разум, моя любовь, моя жизнь.
О, моё сердце, мой сандал, без тебя у меня нет снов.
Ты мой, я живу в твоих объятиях.
Ты моя новая челюсть, ты моя новая челюсть, ты моя новая челюсть.
Этот мир кажется прекрасным в пять или пятнадцать лет.
Ты единственный друг моей улыбки и слёз...(2)
О, моё лицо, похожее на флейту, о, моя любовь, о, моё сердце, без тебя нет снов.
Ты мой, я живу в твоих объятиях. Ты моя новая челюсть, ты моя новая челюсть. Ты моя новая челюсть, ты моя новая челюсть.
Опрос: Верный ли текст песни?
Да Нет
Контакты